ନୋବେଲ ପୁରସ୍କାର ପ୍ରାପ୍ତ ଅମର୍ତ୍ତ୍ୟ ସେନ୍ ଙ୍କ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ମିଛ।ଏହି ଖବର ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତା କ୍ଲାଉଡିଆ ଗୋଲ୍ଡିନଙ୍କ ଫେକ୍ ଆକାଉଣ୍ଟ ରୁ ହୋଇଛି।
ଅମର୍ତ୍ତ୍ୟ ସେନ୍ ଙ୍କ ଝିଅ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଅମର୍ତ୍ତ୍ୟ ସେନ୍ ସୁସ୍ଥ ଅଛନ୍ତି